ଧାନ ସଂଗ୍ରହରେ ବିଭ୍ରାଟ : ନାମଞ୍ଜୁର କଷ୍ଟମ ମିଲରକୁ ପୁଣି ନିଯୁକ୍ତି

ଖୋର୍ଦ୍ଧା: ଧାନ ସଂଗ୍ରହରେ ଜିଲ୍ଲାରେ ବ୍ୟାପକ ଅନିୟମିତା ହେଉଥିବା ନେଇ ଚାଷୀ ଅସନ୍ତୋଷ ପ୍ରକାଶ କରିଛି। ମଣ୍ଡିରୁ ଧାନ ସଂଗ୍ରହ ପାଇଁ ନିୟୋଜିତ ହୋଇଥିବା କଷ୍ଟମ ମିଲର ଓ ଯୋଗାଣ ବିଭାଗର ସହମତିରେ ଏଭଳି ବିଭ୍ରାଟ ହେଉଥିବା ଚାଷୀ ଅଭିଯୋଗ କରୁଛି। ଏଭଳି ସ୍ଥିତିରେ ଧାନସଂଗ୍ରହ ବିଭ୍ରାଟ ଘଟଣାରେ ତଦନ୍ତ କରାଯାଇ ଧାନ ସଂଗ୍ରହରୁ ବାଦ୍ ଦିଆଯାଇଥିବା କଷ୍ଟମ୍ ମିଲରକୁ ପୁଣି ତଦନ୍ତ ଆଢ଼ୁଆଳରେ ନିଯୁକ୍ତି ଦିଆଯିବା ଘଟଣାକୁ ନେଇ … Continue reading ଧାନ ସଂଗ୍ରହରେ ବିଭ୍ରାଟ : ନାମଞ୍ଜୁର କଷ୍ଟମ ମିଲରକୁ ପୁଣି ନିଯୁକ୍ତି